ଟଣା
ଟଣା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ ଧାତୁ)
ସମ୍ପାଦନା- ୧. ଟାଣିବା — ୧. Drawing out; extending; pulling.
- ୨. ତନ୍ତରେ ଲୁଗା ବୁଣିବା ପାଇଁ ଲମ୍ୱ ବାଗର ସୂତା ଦେବା; ଟାଣି —୨. Laying the warp in the loom.
[ଦ୍ରଷ୍ଟବ୍ୟ —ତନ୍ତରେ ଚଉଡ଼ାବାଗର ସୂତା ଦେବାକୁ ବୁଣା ତା ଭରଣି ବୋଲାଯାଏ]
- ୩. (ଶରୀରର) ବେଦନା —୩. Aching pain; throbbing pain; pang.
(ଯଥା—କାନଟଣା, ପେଟଟଣା)
ବିଶେଷଣ -
ସମ୍ପାଦନାବିସ୍ତାରିତ ହୋଇଥିବା —Drawn; extended; pulled.