ଟଣକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ତନ୍ ଧାତୁର ଣିଜନ୍ତ ତାନି ଧାତୁ= ଆକର୍ଷଣ କରିବା; ବିସ୍ତାରିତ କରିବା) ସମ୍ପାଦନା

୧. ଯେଉଁ ଦଉଡ଼ି ଦୁଇ ଗୋଟି ପଦାର୍ଥକୁ ବା ଏକ ପାଦର୍ଥର (ଯଥା— ଶଗଡ଼ର ତାଟୀର) ଦୁଇ ବୀପରିତ ଅଂଶକୁ ପରସ୍ପର ଆଡ଼କୁ ଟାଣି ଧରି ରଖେ —୧. A string which is tied to the two ends of a thing or to two things to bring them towards each other.
୨. ଶରୀରରେ ଅନୁଭୂତ ବିନ୍ଧା — ୨. Aching pain.

(ଯଥା—କାନ ଟଣକା)