ଟଣକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ ଧାତୁ; ସଂସ୍କୃତ - ଟଙ୍କ ଧାତୁ) ସମ୍ପାଦନା

୧. ବ୍ୟଥାପ୍ରଦ ବଥ; ବ୍ରଣ —୧. Painful boil.

ଚଡ଼ୁ ଉପରେ ଟଣକର ଘା ପ୍ରବଚନ

୨. ହାତ ଆଙ୍ଗୁଠିର ଗଣ୍ଠିଦ୍ୱାରା ଶରୀରର ହାଡ଼ୁଆ ସ୍ଥାନରେ କରାଯିବା; ଆଘାତ; ଠଣା —୨. A rap with the knuckles on a bony part of the body.

ଦେଶଜ - ବିଶେଷଣ - ସମ୍ପାଦନା

ଟାଣ —Hard.