ଟଣକ
ଟଣକ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ ଧାତୁ; ସଂସ୍କୃତ - ଟଙ୍କ ଧାତୁ)
ସମ୍ପାଦନା- ୧. ବ୍ୟଥାପ୍ରଦ ବଥ; ବ୍ରଣ —୧. Painful boil.
ଚଡ଼ୁ ଉପରେ ଟଣକର ଘା ପ୍ରବଚନ
- ୨. ହାତ ଆଙ୍ଗୁଠିର ଗଣ୍ଠିଦ୍ୱାରା ଶରୀରର ହାଡ଼ୁଆ ସ୍ଥାନରେ କରାଯିବା; ଆଘାତ; ଠଣା —୨. A rap with the knuckles on a bony part of the body.
ଦେଶଜ - ବିଶେଷଣ -
ସମ୍ପାଦନାଟାଣ —Hard.