ଟଟ୍ଟୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଟଟୁ—ଅନ୍ୟରୂପ)

=== ଦେଶଜ - ବିଶେଷ୍ୟ - (ହିନ୍ଦୀ -ରୁ ଅନୁକୃତ)

ଦୃଢ଼କାୟ, ସହିଷ୍ଣୁ,ଏବଂ ଛୋଟ ଘୋଡ଼ା; ତଟ୍ଟୁ; ଅନାଦରପାଳିତ ଛୋଟ ଘୋଡ଼ା; ଦଳଖିଆ ଘୋଡ଼ା A tat; a pony; a nag.