ଟଟ୍ଟରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଢାଉଁ ଢାଉଁ; ଢୋଲର ଶବ୍ଦ (ହିନ୍ଦୀ - ଶବ୍ଦସାଗର) — ୧. The sound of drum-beating
୨. ବାଲିଙ୍ଗି; ବାଗାଡ଼ମ୍ୱର (ହିନ୍ଦୀ - ଶବ୍ଦସାଗର) — ୨. Boast; bombast.
୩. ଥଟ୍ଟା (ହିନ୍ଦୀ - ଶବ୍ଦସାଗର) —୩. Joke.