ଟଙ୍ଗେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଟାଙ୍ଗିବା କ୍ରିୟାର ଣିଜନ୍ତ ରୂପ — The causative from of ṭāṅgibā

୧. ଲଟକାଇବା; ଟାଙ୍ଗିବା; ଝୁଲାଇବା — ୧. To hang or suspend a thing.


୨. ଦଉଡ଼ିଦ୍ୱାରା ବାନ୍ଧି ଓହୋଳାଇବା — ୨. To have a thing suspended by means of a string.
୩. ଟିଙ୍ଗାଇବା; (ଲିଙ୍ଗ) ଉଦ୍ରକ୍ତ ହେବା — ୩. (The penis) To become stiff and erect.