ଟଙ୍ଗାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଟଙ୍ଗ+ଅରି) ସମ୍ପାଦନା

ସାନ କୁରାଢ଼ି; ଟାଙ୍ଗିଆ — Small axe.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଅନୁଗୁଳର ପର୍ବତବିଶେଷ — Name of a mountain of Angul in Orissa.

[ଦ୍ରଷ୍ଟବ୍ୟ —ଏହାର ଉଚ୍ଚତା ୧୯୫୨: ଫୁଟ]