ଟଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ୍ ଧାତୁ=ବାନ୍ଧିବା; ତୁଳ. ସଂସ୍କୃତ - ତୁଙ୍ଗ=ଉଚ୍ଚ; ସଂସ୍କୃତ - ଟଙ୍କଣ; ଟଙ୍ଗଣ=ଜଡ଼ା ହେବା; (ହିନ୍ଦୀ - ଶବ୍ଦସାଗର) ସମ୍ପାଦନା

୧. ବାନ୍ଧି କରି ଝୁଲାଇବା; ଲଟକାଇବା — ୧. Hanging; suspending a thing.
୨. ଲିଆରୁ ଧାନ ବାହାର କରିବା ସକାଶେ ବାଉଁଶ କାଠିରେ ତିଆରି ହୋଇଥିବା ଏକପ୍ରକାର ଟୋକେଇ; ଖଇଝଡ଼ା — ୨. A kind of wicker-work seive for sifting chaff from fried paddy.

ବିଶେଷଣ - ସମ୍ପାଦନା

ଝୁଲା ହୋଇଥିବା; ଝୁଲୁଥିବା — Hung; suspended; hanging.

ଟଙ୍ଗା ତହିଁ କେତେ ଚିତ୍ର ପ୍ରାକୃତିର ଦିବ୍ୟ ସାମୟିକ ରୂପ ଚିନ୍ତାମଣି. ବିକ୍ରମାଦିତ୍ୟ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଉର୍ଦ୍ଦୂ ଟାଙ୍ଗା) ସମ୍ପାଦନା

ଦୁଇ ଚକିଆ ଅବରଣ ଯୁକ୍ତ ଘୋଡ଼ା ଗାଡ଼ି (ଏଥିରେ ଗୋଟିଏ ଘୋଡ଼ା ଲାଗେ) —Dog-cart; two-wheeled horse-cart with a hood.

ପ୍ରାଦେଶିକ - (କୁଜଙ୍ଗ) ବିଶେଷ୍ୟ - ସମ୍ପାଦନା

ଧରା ଯାଉଥିବା ମାଛ ରଖିବାର ଖାଳେଇ — A basket used by fisherman for keeping fish while fishing.