ଟଙ୍ଗା
ଟଙ୍ଗା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ୍ ଧାତୁ=ବାନ୍ଧିବା; ତୁଳ. ସଂସ୍କୃତ - ତୁଙ୍ଗ=ଉଚ୍ଚ; ସଂସ୍କୃତ - ଟଙ୍କଣ; ଟଙ୍ଗଣ=ଜଡ଼ା ହେବା; (ହିନ୍ଦୀ - ଶବ୍ଦସାଗର)
ସମ୍ପାଦନା- ୧. ବାନ୍ଧି କରି ଝୁଲାଇବା; ଲଟକାଇବା — ୧. Hanging; suspending a thing.
- ୨. ଲିଆରୁ ଧାନ ବାହାର କରିବା ସକାଶେ ବାଉଁଶ କାଠିରେ ତିଆରି ହୋଇଥିବା ଏକପ୍ରକାର ଟୋକେଇ; ଖଇଝଡ଼ା — ୨. A kind of wicker-work seive for sifting chaff from fried paddy.
ବିଶେଷଣ -
ସମ୍ପାଦନାଝୁଲା ହୋଇଥିବା; ଝୁଲୁଥିବା — Hung; suspended; hanging.
ଟଙ୍ଗା ତହିଁ କେତେ ଚିତ୍ର ପ୍ରାକୃତିର ଦିବ୍ୟ ସାମୟିକ ରୂପ ଚିନ୍ତାମଣି. ବିକ୍ରମାଦିତ୍ୟ
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଉର୍ଦ୍ଦୂ ଟାଙ୍ଗା)
ସମ୍ପାଦନାଦୁଇ ଚକିଆ ଅବରଣ ଯୁକ୍ତ ଘୋଡ଼ା ଗାଡ଼ି (ଏଥିରେ ଗୋଟିଏ ଘୋଡ଼ା ଲାଗେ) —Dog-cart; two-wheeled horse-cart with a hood.
ପ୍ରାଦେଶିକ - (କୁଜଙ୍ଗ) ବିଶେଷ୍ୟ -
ସମ୍ପାଦନାଧରା ଯାଉଥିବା ମାଛ ରଖିବାର ଖାଳେଇ — A basket used by fisherman for keeping fish while fishing.