ଟଙ୍ଗଣ ମଙ୍ଗଣ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଏପାଖ ସେପାଖ ଯିବା ଆସିବା କରିବା —୧. To come and go; to ealk about.
୨. କିଛି କାର୍ଯ୍ୟ ନ ଥାଇ ଏ ପାଖରୁ ସେପାଖ ଚାଲିବା ବୁଲିବା; ଚାଲିଯିବା ଓ ଚାଲି ଆସିବା —୨. To take a walk up and down without having any particualr object or aim; to loaf about; to wander aimlessly.