ଟଙ୍ଗଣ ମଙ୍ଗଣ ହେବା

ଟଙ୍ଗଣ ମଙ୍ଗଣ ହେବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ଏପାଖ ସେପାଖ ଯିବା ଆସିବା କରିବା —୧. To come and go; to ealk about.
୨. କିଛି କାର୍ଯ୍ୟ ନ ଥାଇ ଏ ପାଖରୁ ସେପାଖ ଚାଲିବା ବୁଲିବା; ଚାଲିଯିବା ଓ ଚାଲି ଆସିବା —୨. To take a walk up and down without having any particualr object or aim; to loaf about; to wander aimlessly.