ଟଙ୍ଗଣା ଖଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍ଗଣକ୍ଷାର) ସମ୍ପାଦନା

ନିଆଁରେ ପକାଯିବାରୁ ଫୁଲିଯିବା ଟାଙ୍ଗଣା —Fried borax.

[ ଦ୍ର—ଟାଙ୍ଗଣାକୁ ନିଆଁରେ ପକାଇଲେ ତାହା ଖୁବ୍ ବଡ଼ ହୋଇ ଫୁଲି ଯାଏ ଉକ୍ତ ଖଇ ଫୁଲୁକା, ହାଲୁକା ଏବଂ ଏହା ସହଜରେ ଚୂନା ହୋଇଯାଏ ]