ଟଙ୍ଗଣା ଖଇ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍ଗଣକ୍ଷାର)

ସମ୍ପାଦନା

ନିଆଁରେ ପକାଯିବାରୁ ଫୁଲିଯିବା ଟାଙ୍ଗଣା —Fried borax.

[ ଦ୍ର—ଟାଙ୍ଗଣାକୁ ନିଆଁରେ ପକାଇଲେ ତାହା ଖୁବ୍ ବଡ଼ ହୋଇ ଫୁଲି ଯାଏ ଉକ୍ତ ଖଇ ଫୁଲୁକା, ହାଲୁକା ଏବଂ ଏହା ସହଜରେ ଚୂନା ହୋଇଯାଏ ]