ଟଙ୍ଗ
ଟଙ୍ଗ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଟଙ୍କ୍ ଧାତୁ+କରଣ. ଅ)
ସମ୍ପାଦନା- ୧. ଟାଙ୍ଗିଆ —୧. Hatchet.
- ୨. ସୋହାଗା —୨. Borax.
- ୩. ଖଣତା —୩. Hoe; spud.
- ୪. ଜଘଂ; ଫଡ଼ିଆ —୪. Thigh; part of the leg between the knee and buttock.
- ୫. ୪ ମାସ ପରିମାଣ — ୫. A standard of weight; ୬୮ grains troy.
- ୬. ଗୋଡ଼ର ପେଣ୍ଡା (ହିନ୍ଦୀ - ଶବ୍ଦସାଗର) — ୬. The calf of the leg.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ତୁଙ୍ଗ ଓ. ଫା ତଙ୍ଗ୍=ଟାଣୁଆ, ସିଧା)
ସମ୍ପାଦନା- ୧. ସର୍ବୋଚ୍ଚ —୧. Heighest.
(ଯଥା—ଟଙ୍ଗ ଡ଼ାଳରେ ଆମ୍ୱ ଅଛି)
- ୨. ଦୁଇ ପାଖ ଭୂମିରେ ଠିକ୍ ମତେ ନ ଲାଗି ମଝିଟା କୁଜ ଥିବାରୁ ହଲଚଲ ହେଉଥିବା (ପଥର ଆଦି) — ୨. Not securely set; bobbing (as an uneven stone when set on the ground); touching the ground in the middle but not at both ends.
- ୩. ଢ଼ଙ୍ଗ; କ୍ରୋଧଦ୍ୱାରା ଯାହାର ଦେହ ଉନ୍ନତ ବା ସିଧା ହୋଇଅଛି —୩. With the body stiffened with anger.
- ୪. ଉଦ୍ରିକ୍ତ (ଲିଙ୍ଗ) — ୪. Stiffened and erect (male organ)
- ୫. ଦୃଢ଼ —୫. Stiff.