ଟଙ୍କ ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ଜଳୀୟ ପଦାର୍ଥ ବାସି ରହି ଆମ୍ୱିଳା ହୋଇଯିବା (ଯଥା—ତୋଡ଼ାଣୀ; କାଞ୍ଜି) —୧. To turn sour (said of some liquids e, g. stale rice-water).

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୨. ଅମ୍ଳରସ ଯୋଗୁଁ ଦାନ୍ତରେ ଦୁଃଖ ବା ବିକାର ବୋଧ ହେବା—(ଯଥା—ପାଟି) — ୨. A feeling of sourness (in the mouth) by tasting stale and sour food.

(ଯଥା—ବାସି ପଖାଳ ଖାଇଁ ମୋ ପାଟି ଟଙ୍କ ମାରି ଗଲାଣି)



ଟଙ୍କ ମାରିବା

ଓଡ଼ିଆ ସମ୍ପାଦନା

[ଟଙ୍କ (କ) ମାରିଯିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ଦହି, ପଖାଳ) ବହୁବଚନ ରହିବା ଯୋଗୁଁ ଅତ୍ୟନ୍ତ ଖଟା ହେବା
୨. (ଦାନ୍ତ, ପାଟି) ଖଟା ପଦାର୍ଥ ଖାଇବାଦ୍ୱାରା ବିକାର— ଯୁକ୍ତ ହେବା