ଟଙ୍କ ମରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଟଙ୍କ ମରିଯିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୌଣସି ଆମ୍ୱିଳା ଖାଦ୍ୟରୁ ଉପଯୁକ୍ତ ଉପାୟ ପ୍ରୟୋଗଦ୍ୱାରା ଅମ୍ଳସ୍ୱାଦ କମିବା — ୧. Disappearance or decrease of sour taste from a sour food.

(ଯଥା—ଉପଯୁକ୍ତ ପରିମାଣରେ ଲୁଣ ଦିଆ ନ ଯିବାରୁ କାଞ୍ଜି— ପାଣିରୁ ଟଙ୍କ ମରି ନାହିଁ)

୨. ଅତି ଆମ୍ୱିଳା ପଦାର୍ଥ ଖାଇବା ଯୋଗୁଁ ମୁଖରେ ଜନ୍ମିଥିବା ବିକାର ଲୋପ ପାଇବା — ୨. Disappearance of the disagreeable sensation from the mouth due to taking very sour food.

(ଯଥା—ବହୁତ ଦିନର ବସାଦହି ଖଆଇଲେ ୪ ଘଣ୍ଟା ପରେ ସୁଦ୍ଧା ମୁହଁରୁ ଟଙ୍କ ମରେ ନାହିଁ)