ଟଙ୍କି ବାହେଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଟଙ୍କି ବାହିଲ୍ (ଲି), ଟଙ୍କି ବାହେଲିଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ ଟଙ୍କି ଜମିମାନଙ୍କ ସନନ୍ଦ ପରୀକ୍ଷା କରି ସରକାର ବାହାଦୁର ତାହା ଅନୁମୋଦନ କରିଅଛନ୍ତି — Confirmed Ṭaṅki tenures.

(ଯଥା— ଏହା ଦୁଇ ଶ୍ରେଣୀର—ଦେବୋତ୍ତର ଟଙ୍କି ବାହେଲ ଓ ବ୍ରହ୍ମତ୍ତୋର ଟଙ୍କି ବାହେଲ)