ଟଙ୍କିଦାର୍

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଟଙ୍କି ଖଜଣା ଦିଆଯିବା ବୃତ୍ତିର ଅଧିକାରୀ — Holder of a tenure payinf quit-rent.

[ଦେର—ଯେଉଁ ଲାଖରାଜଦାରମାନେ ପ୍ରଥମରୁ ନିର୍ଦ୍ଧାରିତ ନାମମାତ୍ର ରାଜସ୍ୱ (ଟଙ୍କି) ଆଜି ପର୍ଯ୍ୟନ୍ତ ଦେଇ ଆସୁଛନ୍ତି ସେମାନଙ୍କ ବାହେଲ ଟଙ୍କିଦାର Confirmed Ṭaṅkidāra ଓ ଯେଉଁ ମାନଙ୍କର ସନନ୍ଦ ଆଦି ସନ୍ଦେହଜନକ ଥିବାରୁ ସେମାନଙ୍କର ଟଙ୍କି ଜମା ପରେ ସରକାର ବୃଦ୍ଧି କରିଅଛନ୍ତି ସେମାନଙ୍କୁ ବାଯ୍ୟାପ୍ତି ଟଙ୍କିଦାର Resumed Ṭaṅkidāra ବୋଲାଯାଏ]