ଟଙ୍କିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଟଙ୍କ୍ ଧାତୁ+କର୍ମ. ତ) ସମ୍ପାଦନା

୧. ଧ୍ୱନିତ — ୧. Twanging; sounding; resounding.
୨. ଉଲ୍ଲଖିତ —୨. Written; enunciated; defined; mentiomed.
୩. ବନ୍ଧା ହୋଇଥିବା; ବଦ୍ଧ —୨. Bound.
୪. ସିଲେଇ କରାଯାଇଥିବା —୪. Sitched.