ଟଙ୍କିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂଖ୍ୟାବାଚକ ଅନ୍ୟ ଶଦ୍ଦସଙ୍ଗେ ଯୁକ୍ତ) ସମ୍ପାଦନା

ଯହିଁର ମୂଲ୍ୟ ବା ପରିମାଣ ଏତେ ଟଙ୍କା ଅଟେ — Worth so many rupees.

(ଯଥା—ଦଶଟଙ୍କିଆ ନୋଟ୍, ପାଞ୍ଚଟଙ୍କିଆ ଜୋଡ଼, ଆଠ ଟଙ୍କିଆ ଚାକିରି)

ପ୍ରାଦେଶିକ - ବିଣ, (ଗଡ଼ଜାତ) ସମ୍ପାଦନା

ଖରାପ ବନ୍ଧ ବା ବାସନାଯୁକ୍ତ (ବାସି ତୋଡ଼ାଣି ବା ଭାତ) — Stale and had-smelling (food).

(ଯଥା—ଏ ଭାତ ଭାରି ଟଙ୍କିଆ ବାସୁଛି)