ଟଙ୍କା ଭଙ୍ଗେଇ
ଟଙ୍କା ଭଙ୍ଗେଇ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟଙ୍କା ଭଙ୍ଗେଇ
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଟଙ୍କାକୁ କ୍ଷୁଦ୍ରତର ମୁଦ୍ରାରେ ବଦଳ କରାଇବା କର୍ମ —୧. Change of a rupee into small coins.
- ୨. ଟଙ୍କା ପରିବର୍ତ୍ତେ କ୍ଷୁଦ୍ରତର ମୁଦ୍ରା ବଦଳାଇ ଦେବାବାଲା ବ୍ୟକ୍ତିକୁ ଯେଉଁ କମିସନ୍ ବା ବଟି ଦିଆଯାଏ — ୨. Commission paid for getting a rupee exchanged in to small coins.