ଟଙ୍କା ବନ୍ଧିବା
ଟଙ୍କା ବନ୍ଧିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟଙ୍କା ବନ୍ଧିବା
|
ଦେଶଜ - କ୍ରି.
ସମ୍ପାଦନାଆପଣାର ଦେୟ ଧନ (ଯଥା—ଜମିଦାରଙ୍କୁ ଦେୟ ଖଜଣା) ଦଖଲ କରିବା ପାଇଁ ସଂଗ୍ରହ କରିବା —୧. To collect sufficient money to pay one's dues.
- ୨. ଆପଣାର ଦେୟ ଧନ ଅଭିପ୍ରେତ ବ୍ୟକ୍ତିଙ୍କ ନିକଟରେ ଦାଖଲ କରିବା —୨. To pay or deposit one's dues at its destination.
- ୩. ଆବଶ୍ୟକୀୟ ଧନ ସଙ୍ଗରେ ନେବା —୩. To have with one's self money sufficient for the intended purpose.