ଟଙ୍କା ବନ୍ଧିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

ଆପଣାର ଦେୟ ଧନ (ଯଥା—ଜମିଦାରଙ୍କୁ ଦେୟ ଖଜଣା) ଦଖଲ କରିବା ପାଇଁ ସଂଗ୍ରହ କରିବା —୧. To collect sufficient money to pay one's dues.

୨. ଆପଣାର ଦେୟ ଧନ ଅଭିପ୍ରେତ ବ୍ୟକ୍ତିଙ୍କ ନିକଟରେ ଦାଖଲ କରିବା —୨. To pay or deposit one's dues at its destination.
୩. ଆବଶ୍ୟକୀୟ ଧନ ସଙ୍ଗରେ ନେବା —୩. To have with one's self money sufficient for the intended purpose.