ଟଙ୍କା ଟଙ୍କି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଟଙ୍କାଟଙ୍କି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ ଦ୍ୱିତୀୟ ଶବ୍ଦ) ସମ୍ପାଦନା

ଟଙ୍କା ଫଙ୍କା (ଦେଖ) - ୧. Ṭaṅkā phaṅkā (See)

(ଯଥା—ମୁଁ ଅନେକ ଦିନ ହେଲା ଚାକିରୀ ଛାଡ଼ି ଘରେ ଅଛି, ମୋ ହାତକୁ ଟଙ୍କାଟଙ୍କି କାହୁଁ ଆସିବ)

୨. ବହୁବାର ଟାଙ୍କିବା କର୍ମ — ୨. Several acts of stitching.