ଟଙ୍କା ଗଣିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ମୁଦ୍ରାକୁ ସୁମାରି କରିବା — ୧. To count monry.
୨. (ଲକ୍ଷଣାର୍ଥ) ନଗଦ ଅର୍ଥ ବା ମୁଦ୍ରା ଦେବା — ୨. (figurative) To pay cash.

(ଯଥା—ଆମ ଗ୍ରାମରେ ରାମ ସାହୁ ଦଶ ହଜାର ଟଙ୍କା ଗଣିଦବ)

୩. ଧନ ବ୍ୟୟ କରିବା —୩. To spend money.

(ଯଥା—ବୃଥା ପୁଳିଏ ଟଙ୍କା ଗଣି ମୁଁ ପୁଅକୁ ପଢ଼େଇଲି)