ଟଙ୍କା ଗଣିବା
ଟଙ୍କା ଗଣିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟଙ୍କା ଗଣିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ମୁଦ୍ରାକୁ ସୁମାରି କରିବା — ୧. To count monry.
- ୨. (ଲକ୍ଷଣାର୍ଥ) ନଗଦ ଅର୍ଥ ବା ମୁଦ୍ରା ଦେବା — ୨. (figurative) To pay cash.
(ଯଥା—ଆମ ଗ୍ରାମରେ ରାମ ସାହୁ ଦଶ ହଜାର ଟଙ୍କା ଗଣିଦବ)
- ୩. ଧନ ବ୍ୟୟ କରିବା —୩. To spend money.
(ଯଥା—ବୃଥା ପୁଳିଏ ଟଙ୍କା ଗଣି ମୁଁ ପୁଅକୁ ପଢ଼େଇଲି)