ଟଙ୍କା ଗଛ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ - (ଯେଉଁ ଗଛରେ ଟଙ୍କା ଫଳେ)— (ଲକ୍ଷଣାର୍ଥ)

୧. ଧନୋପାର୍ଜନ ବ୍ୟକ୍ତି — (figurative) ୧. Earner; one who earns money (of. Pagoda-tree).

(ଯଥା—ଅର୍ଜନକାରିଆ ପୁଅ ମୋର ଟଙ୍କା ଗଛ)

୨. ଯେଉଁ ବ୍ୟକ୍ତିଠାରୁ କୌଣସି ବ୍ୟକ୍ତି ପ୍ରଚୁର ପରିମାଣରେ ଧନ ପାଏ —୨. A person from whome another gets much money.