ଟଙ୍କାଏ କାନ୍ତର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଟଙ୍କାଏ ଖଣ୍ଡେ; ଟଙ୍କାଏ ମଶାଏ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପ୍ରାୟ ଏକ ଟଙ୍କା; ଏକ ଟଙ୍କା ତା ତହିଁରୁ କିଛି କମି ବା ବେଶି ଧନ — About a rupee; a rupee or so

(ଯଥା—ବର୍ତ୍ତମାନ ଟଙ୍କାଏ କାନ୍ତର ହେଲେ ମୋ କାମ ଚଳିଯିବା)