ଟଙ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଟଙ୍କ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) ସମ୍ପାଦନା

୧. ଜଙ୍ଘ — ୧. Thigh.
୨. ଏକ ତୋଳା ଓଜନର ପ୍ରାଚୀନଭାରତର ରୌପ୍ୟମୁଦ୍ରା — ୨. A silver coin current in ancient India
୩. ପ୍ରାଚୀନକାଳରେ ତାମ୍ରମୁଦ୍ରାବିଶେଷ (ହିନ୍ଦୀ - ଶବ୍ଦସାଗର) — ୩. A copper coin current in ancient India.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଷୋଳ ଅଣା ବା ପୂର୍ଣ୍ଣମାତ୍ରା ପରିମାଣ — ୧. Sixteen annas; full measure.
୨. ଭାରତରେ ପ୍ରଚଳିତ ଏକ ତୋଳା ପରିମିତ ରୌପ୍ୟ ମୁଦ୍ରା —୨. Rupee.

ଅବୁଝ ରାଇଜରେ ବେବୁଝ ରଜା ଟଙ୍କା ସେର ଭାଜୀ, ଟଙ୍କା ସେର ଖଜା—ତଗ

[ଦ୍ରଷ୍ଟବ୍ୟ —ପ୍ରାଚୀନକାଳରେ ଭାରତରେ ଟଙ୍କା ନାମରେ ଯେଉଁ ରୌପ୍ୟ ମୁଦ୍ରା ଚଳୁଥିଲା ତାହାର ଏକ ତୋଳା ଓଜନ ଥିଲା ଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ଅମଳରେ ପ୍ରଚଳିତ ଟଙ୍କା ମଧ୍ୟ ଏକ ତୋଳା ବା ୧୮: ଗ୍ରେନ୍ ଓଜନ ଅଟେ ଏଥିରେ ୧୧: ଭାଗ ରୁପା ଓ ୧ ଭାଗ ତମ୍ୱା ଥାଏ; ବର୍ତ୍ତମାନ ପ୍ରଚଳିତ ୧ଟଙ୍କା=୧୬: ଅଣା ବା ୧୬:ଟି ଅଣି=୮ ଦୋଅଣି=୪ ସୁଉକୀ=୨ ଅଧୁଲି=୩୨: ଦୋପଇସା=୬୪: ପଇସା=୧୨୮: ଅଧଲା= ୧୯୨: ପାହି ବା ପାହୁଲା; ଏଥିମଧ୍ୟରୁ ପାହୁଲା, ଅଧଲା, ପଇସା ଓ ଦୋପଇସା ତାମ୍ରନିର୍ମିତ ଅଣି, ଦୋଅଣି, ସୁଉକୀ ଓ ଅଧୁଲି ମଧ୍ୟ ରୌପ୍ୟନିର୍ମିତ ବାଲେଶ୍ୱରୀସେର=୮ ଟଙ୍କା; କଟକୀ ସେର=୧୫: ଟଙ୍କା]

୩. ଧନ; ଅର୍ଥ —୧. Riches money.
୪. ମଗଦ ମୁଦ୍ରା —୪. Hard cash; cash.
୫. ଲୁଗାର ସିଲାଇ କରିବା; ଟାଙ୍କା ମାରିବା — ୫. Stiching; stich.