ଟଙ୍କନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଟଙ୍କ୍ ଧାତୁ+ଭାବ. ଅନ) ସମ୍ପାଦନା

୧. ଟାଙ୍ଗଣା — ୧. Borax.
୨. ଉଲ୍ଲେଖ —୨. Mention.
୩. ଟଙ୍କା —୩. Rupee.
୪. ବନ୍ଧନ —୪. Binding.