ଟଙ୍କଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(ଟଙ୍କ ଧାତୁ+କର୍ତ୍ତୃ. ଅନ) ସମ୍ପାଦନା

୧. ପ୍ରାର୍ବତ୍ୟ ଅଶ୍ୱ — ୧. A horse of a hilly country.
୨. ଟାଙ୍ଗଣା; ସୋହାଗା —୨. Borax.
୩. ଧାତୁ ଦ୍ରବ୍ୟରେ ଜୋଡ଼ ବା ତାଳି ପକାଇ ଝାଳିବା କର୍ମ (ହିନ୍ଦୀ - ଶବ୍ଦସାଗର) —୩. Soldering.
୫. (+କର୍ମ. ଅନ) ବନ୍ଧନ —୫. Binding.