ଟକ ଲାଗିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଥରେ ଚାଖିବା ପରେ କୌଣସି ବ୍ୟକ୍ତିର କୌଣସି ଖାଦ୍ୟ ପଦାର୍ଥ ପ୍ରତି ବଳବତୀ ଲାଳସା ଜାତ ହେବା —Inordinate desire or hankering after a perticular article of food after once tasting it.

(ଯଥା—ମୋର ଆମ୍ୱରେ ଭାରି ଟକ ଲାଗିଛି)