ଟକ ମାରିବା

ଓଡ଼ିଆ ସମ୍ପାଦନା

[ଟଙ୍କ (କ) ମାରିଯିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ଦହି, ପଖାଳ) ବହୁବଚନ ରହିବା ଯୋଗୁଁ ଅତ୍ୟନ୍ତ ଖଟା ହେବା
୨. (ଦାନ୍ତ, ପାଟି) ଖଟା ପଦାର୍ଥ ଖାଇବାଦ୍ୱାରା ବିକାର— ଯୁକ୍ତ ହେବା