ଟକ ମାରିବା

[ଟଙ୍କ (କ) ମାରିଯିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. (ଦହି, ପଖାଳ) ବହୁବଚନ ରହିବା ଯୋଗୁଁ ଅତ୍ୟନ୍ତ ଖଟା ହେବା
୨. (ଦାନ୍ତ, ପାଟି) ଖଟା ପଦାର୍ଥ ଖାଇବାଦ୍ୱାରା ବିକାର— ଯୁକ୍ତ ହେବା