ଟକ୍ ଟକ୍ ନାଲି
ଟକ୍ ଟକ୍ ନାଲି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟକ୍ ଟକ୍ ନାଲି
|
ଦେଶଜ - ବିଶେଷଣ - (ତିଲ. ସଂସ୍କୃତ - ଟଣ୍ଟୂକ=ରକ୍ତବର୍ଣ୍ଣ)
ସମ୍ପାଦନାରଙ୍ଗ ଟହଟହ; ନାଲି ଟୂକୁ ଟୂକୁ — Bright red; carmine or crimson-coloured.
(ଯଥା—କଇଁ ଚିକାକୁଡ଼ିଟି ପାଚି କରି ଟକ୍ ଟକ୍ ନାଲ୍ ହୋଇଅଛି)
[ ଦ୍ର— ଅପେକ୍ଷାକୃତ ବଡ଼ ବସ୍ତୁ (ମହାକାଳ ଫଳ ଇତ୍ୟାଦି) ନାଲ୍ ଟକ୍ ଟକ୍ ଓ କ୍ଷୂଦ୍ର ବସ୍ତୁ (କାଇଞ୍ଚଫଳ) ନାଲି ଟୂକୁଟୂକୁ ବୋଲା ଯାଏ; ସାଧାରଣତଃ ଏ ଶବ୍ଦ ନାଲ୍(ଲି)ଟକଟକ ଆକାରରେ ବ୍ୟବହୃତ ହୁଏ]