ଟକ୍ଟକ୍
ଟକ୍ଟକ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଟକ୍ଟକ୍
ଦେଶଜ - ଅ (ଧ୍ୱନ୍ୟନୂକରଣ)
ସମ୍ପାଦନା- ୧. ଭାତ ଫୂଟିବାର ଶବ୍ଦ — ୧. Bubbling sound; sound of boiling rice.
- ୨. ଠକ ଠକ ଶବ୍ଦ — ୨. Rapping sound; tapping sound.
- ୩. ହାତ ଗୋଡ଼ର ଆଙ୍ଗୂଠି ଫୂଟିବାର ଶବ୍ଦ — ୩. Cracking sound of the finger-joints when twisted.
[ ଦ୍ର— ହାତଗୋଡ଼ ମୋଡ଼ିବା ସମୟରେ ହାତ ଓ ଗୋଡ଼ର ଆଙ୍ଗୂଠିମାନଙ୍କୁ ମୋଡ଼ିଦେଲେ ଆଙ୍ଗୁଠିର ଗଣ୍ଠିମାନ ଟକ୍ ଟକ୍ ଫୁଟିବାର ଶବ୍ଦ ଶୁଣାଯାଏ ଚାଲିବା ସମୟରେ କାହାରି କାହାରି ଗୋଡ଼ ଆଙ୍ଗୂଠିର ଗଣ୍ଠିମାନ ଟକ୍ ଟକ୍ ଶବ୍ଦ କରେ]
- ୪. କଳ ଘଡ଼ି ବା କାନ୍ଥ ଘଣ୍ଟାର ପେଣ୍ଡୂଲମ୍ ହଇବା ସମୟରେ ଶୁଣାଯିବା ଶବ୍ଦ —Ticking sound of a clock or time-piece.
- ୫. ଧକ ଧକ; ପୂଜପୂର୍ଣ୍ଣ ବଥ ଓ ଘାଆ ଆଦିର ବ୍ୟଥା — ୫. Trobbing or smarting pain of a boil or wound when filled with pus.
ଦେଶଜ - କ୍ରି. ବିଶେଷଣ -
ସମ୍ପାଦନାଚଞ୍ଚଳ ଚଞ୍ଚଳ ଉପର୍ଯ୍ୟୂପରି — In quick succession.