ଟକ୍କର୍ ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଟକର୍ ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ପ୍ରତିଯୋଗୀ ରୂପେ ପରୀକ୍ଷାକ୍ଷେତ୍ରରେ ଅବତୀର୍ଣ୍ଣ ହେବା — ୧. To compete.
୨. ବାଜି ମାରିବା —୨. To satke.
୩. ଠୋକର ବା ଧକ୍କା ମାରିବା — ୩. To give a rap or violent push.