ଟକ୍କର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଟକର୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଦୁଇ ବସ୍ତୁର ପରସ୍ପର ଧକ୍କା ଲାଗିବାଦ୍ୱାରା ଆଘାତ; ଠୋକର —୧. Sudden impact; clash; knock; rap; push.
୨. ଟକାଟକ୍ ବା ଜିଦାଜୀଦୀ — ୨. Competition.
୩. ପ୍ରତିଯୋଗିତା —୩. Rivalry; emulation.