ଟକଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଟକଳୀ—ସ୍ତ୍ରୀ)
  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଯେଉଁ ଲୋକ ଖାଇବା ପାଇଁ ଅତ୍ୟନ୍ତ ଲଳାୟତ ବା କୌଣସି ବିଶେଷ ଖାଦ୍ୟ ଦ୍ରବ୍ୟ ପ୍ରତି ଅତ୍ୟନ୍ତ ଲୋଭୀ —୧. Having inordinate hankering after food; impatient for food.
୨. ଯେଉଁ ଲୋକ ପେଟ ଭିତରେ କୌଣସି କଥା ବହୁକାଳ ଗୋପନ କରି ରଖିବାପାରେ ନାହିଁ — ୨. One who can not keep secrets; babbler; tattler.