ଟକଟକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଟକଟକୀ; ଟକଟକେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଖାଇବା ପାଇଁ ବ୍ୟଗ୍ର; ଲାଳାୟିତ; ନାଲିଚିଆ —୧. Gourmandishing; having an inordinate hankering after food.
୨. ଲୋଭନୀୟ ବିଶିଷ୍ଟ ଖାଦ୍ୟ ପ୍ରତି ଳାଳସାଯୁକ୍ତ — ୨. Epicurean in diet; hankering after dainties.
୩. ତୁର୍ତୁରିଆ; ତରତରିଆ —୩. Hasty; impatient.
୪. ଯେ କୌଣସି ଗୁପ୍ତ କଥା ଆପଣା ପେଟ ଭିତରେ ବହୁକାଳ ଲୁଚାଇ ନ ପାରି ପ୍ରକାଶ କରିବା ପାଇଁ ବ୍ୟଗ୍ର ହୁଏ —୪. Impatient or eager to babble out or divulge a secret.
୫. ବାବଦୁକ; ପ୍ରଗଳ୍ଭ; ବାଚାଳ — ୫. Babbling; talkative.