ଟକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତକ୍ର) ସମ୍ପାଦନା

୧. ଖଟା ପଦାର୍ଥ — ୧. Sour or acid article.
୨. କୌଣସି ବିଶେଷ ଖାଦ୍ୟ ଖାଇବା ନିମନ୍ତେ ଆଗ୍ରହାତିଶଯ୍ୟ ବା ଳାଳଶା; ଟକର —୨. Vehement or inordinate desire for a particular food.

(ଯଥା—ତାର ମାଛରେ ଭାରି ଟକ)

ଦେଶଜ - ବିଶେଷଣ - ସମ୍ପାଦନା

ଖଟା — Acidish; sour.