ଟଁ ଟଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. (ବ୍ୟଙ୍ଗ) ପୂର୍ଣ୍ଣମାତ୍ରାରେ; ସମ୍ପୂର୍ଣ୍ଣରୂପେ — ୧. Fully; completly.

(ଯଥା— ସେ ଟଁ ଟଁ କରି ପାଠ ପଢ଼ି ପକାଇବ)

୨. ଟଁ ଟଁ ଶବ୍ଦକରି (ଯଥା— ଅଧୋବାୟୂ ନିଃସରମ ଶବ୍ଦ) — ୨. Making a long 'tañ' sound.

(ଯଥା— ଟଁ ଟଁ ଶବ୍ଦଠାରୂ ଟୂଁ ଟାଁ ଅନୂଚ୍ଚସ୍ୱର)

ବିଣ—(ବ୍ୟଙ୍ଗ) ସମ୍ପାଦନା

୧. ପୂର୍ଣ୍ଣ —୧. Full.
୨. ପର୍ଯ୍ୟାପ୍ତ —୨. Abundant.

(ଯଥା—ମୋ ଠେଇଁ ଟଙ୍କା ଟଁ ଟଁ ହଉଛି)

୩. ଚରିତାର୍ଥ; ବୃତାର୍ଥ; ସମ୍ପୂର୍ଣ୍ଣରୂପେ ସନ୍ତୁଷ୍ଟ — ୩. Fully satisfied or satiated.

(ଯଥା—ମୁଁ ଖାଇକରି ଟଁ ଟଁ ହେଇଗଲି)