ଝୁଲ୍
ଝୁଲ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ହୁଳା ବା ଧୁଳା ଧାତୁ (Beams); କିମ୍ୱା ସଂସ୍କୃତ - ଧୁଳି; ସଂସ୍କୃତ - ଦୁଳ ଧାତୁ)
ସମ୍ପାଦନା- ୧. ଘରର ଅଳନ୍ଧୁ; ଧୁନ୍ଦମାର; ଅଳନ୍ଧୁମ; ୧. Soot hangiing from the root.
- ୨. (ତୁଳ. ସଂସ୍କୃତ - ଅଜ୍ଝଲ୍=ଜଳନ୍ତା ଅଙ୍ଗାର) ଅଗ୍ନିସ୍ଫୁଲିଙ୍ଗ; ଅଗ୍ନିକଣା —୨. Sparks of fire.
ନିଆଁ ଝୁଲ ସବୁ ଲୁଗାପ଼ଟା ଯାକ ବୁଣି ପଡ଼ିଲା ଫକୀରମୋହନ. ଛମାଣଆଠଗୁଣ୍ଠ
- ୩. ମୟୁରର ପୁଚ୍ଛ —୩. Peacock-tail.
- ୪. (ସଂସ୍କୃତ - ଦୁଳ ଧାତୁ) ହାତୀଉପରର ଚିତ୍ରିତ ଆସ୍ତରଣ — ୪. The ornamental cover or cloth laid on the back of an elephant.
- ୫. ଯାହା ଝୁଲୁଥାଏ ବା ଝୁଲି ପଡ଼ିଥାଏ; ଲମ୍ୱମାନ୍ — ୫. A hanging or dangling thing.
- ୬. ଭିତରେ ଗୋଡ଼ି ପଶିଥିବାରୁ ବାଜୁଥିବା ଏକ ପ୍ରକାର ଝୁଣ୍ଟିଆ —୬. A kind of tinkling ring for the ୨nd finger of the leg.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ଝୋ ସ୍ଥାନରେ ଝୁ ଉଚ୍ଚାରଣ)
ସମ୍ପାଦନାତିଅଣର ଅଣ; ଝୋଳ —Soup of curry; broth.