ଝୁଲଣ
ଝୁଲଣ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୋଳୋନ)
ସମ୍ପାଦନା- ୧. ଦୋଳନ; ଦୋଳିଖେଳିବା — ୧. Swinging.
- ୨. ଶ୍ରାବଣ ଶୁକ୍ଲଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ଦୋଳିରେ ଝୁଲିବା ଉତ୍ସବ —୨. The ceremony or festival of swinging of the Deities Rādhā and Kṛushṇa in a swing from the ୧୦th of the bright fort-night of Ṡrābaṇa upto the fullmoon day.
[ଦ୍ରଷ୍ଟବ୍ୟ — ପୁରୀ ଓ ବୃନ୍ଦାବନରେ ଏହି ଯାତ୍ରା ଉପଲକ୍ଷରେ ବିଶେଷ ଉତ୍ସବ ହୁଏ]