ଝୁଣ୍ଝୁଣିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ଔଷଧ ଗୁଳ୍ମ; ଝୁଣୁଝ୍ଣୁକା — A kind of herb.

ଦେଶଜ - ବିଶେଷଣ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଜଳହୀନ ହୋଇ ଭିନ୍ନ ଭିନ୍ନ ଖଣ୍ଡରେ ବିଭକ୍ତ ହୋଇଥିବା; (ବିପରୀତ ସୁର୍ସୁରିଆ) ୧. Reduced to separate bits after water' is dried up from it.

(ଯଥା— ଶଜନା ଶାଗକୁ ଝୁଣିଝୁଣିଆଁ କରି ଭାଜିଦିଅ)

୨. ଯାହା ଝୁଣୁ ଝୁଣୁ ଶବ୍ଦ କରେ — ୨. Producing ametallic clank.