ଝୁଣ୍ଝୁଣିଆଁ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଏକପ୍ରକାର ଔଷଧ ଗୁଳ୍ମ; ଝୁଣୁଝ୍ଣୁକା — A kind of herb.

ଦେଶଜ - ବିଶେଷଣ - (ଧ୍ୱନ୍ୟନୁକରଣ)

ସମ୍ପାଦନା
୧. ଜଳହୀନ ହୋଇ ଭିନ୍ନ ଭିନ୍ନ ଖଣ୍ଡରେ ବିଭକ୍ତ ହୋଇଥିବା; (ବିପରୀତ ସୁର୍ସୁରିଆ) ୧. Reduced to separate bits after water' is dried up from it.

(ଯଥା— ଶଜନା ଶାଗକୁ ଝୁଣିଝୁଣିଆଁ କରି ଭାଜିଦିଅ)

୨. ଯାହା ଝୁଣୁ ଝୁଣୁ ଶବ୍ଦ କରେ — ୨. Producing ametallic clank.