ଝୁଟ୍

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଅଯୁକ୍ତ, ପ୍ରା. ଅଜୁତ୍ତ)

ସମ୍ପାଦନା
୧. ସତ୍ୟଲଂଘନକାରୀ — ୧. Transgressing one's promise.
୨. ମିଥ୍ୟାବାଦୀ —୨. Lying.
୩. ମିଥ୍ୟା —୩. False; untrue.
୪. କୃତ୍ତିମ —୪. Forged; not genunine.

ବିଶେଷ୍ୟ -

ସମ୍ପାଦନା

ମିଥ୍ୟା କଥା —False-hood.