ଝିଲପି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ଫାରାସୀ - ଜୁଲ୍ ଫ୍; ସଂସ୍କୃତ - ନାମ କାକପକ୍ଷ)— କର୍ଣ୍ଣମୂଳ ପାଖେ ଯେଉଁ କର୍ତ୍ତିତ ବକ୍ର କେଶ ଥାଏ — ୧. Curling lock hanging down and dressed so as to descend and curve round the lobe of the ear.

କି ମଧୁର ଦିଶେ ଗୌର ଗଣ୍ଡେ କଳା-କାନ ଖିଲପି ରାଧାନାଥ. ଉଷା

୨. ଜିଲିବି (ଦେଖ) - ୨. Jilibi (See)