ଝିରିଝିରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ; ସଂସ୍କୃତ - ଧୀର) ସମ୍ପାଦନା

ପାଣି ଅଳ୍ପ ଅଳ୍ପ ଝରିବା ପ୍ରକାରେ —Water oozing or flowing very thinly or slightly.

ଝିରି ଝିରି ହୋଇ ବହଇ ସଲିଳ ରାଧାନାଥ, ମହେନ୍ଦ୍ରଗିରି