ଝିମିଝିମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ରସୁଣିଆ (ଆମ୍ୱ); ଯାହାକୁ ଖାଇଲେ ପାଟି ଝିମିଝିମି ବୋଇଯାଏ (ଯଥା—ଝିମିଝିମା ଆମ୍ୱ, ଝିମିଝିମା ବାଜ ଆମ୍ୱ) —(mango) Which produces iritation in the throat and mouth.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ମାଇପେ ପିନ୍ଧିବା ଉପରକାନର ଫିରିଫିରା —A kind of earring worn on the upper part of the ear.