ଝିମିଝିମା
ଝିମିଝିମା
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନାରସୁଣିଆ (ଆମ୍ୱ); ଯାହାକୁ ଖାଇଲେ ପାଟି ଝିମିଝିମି ବୋଇଯାଏ (ଯଥା—ଝିମିଝିମା ଆମ୍ୱ, ଝିମିଝିମା ବାଜ ଆମ୍ୱ) —(mango) Which produces iritation in the throat and mouth.
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -
ସମ୍ପାଦନାମାଇପେ ପିନ୍ଧିବା ଉପରକାନର ଫିରିଫିରା —A kind of earring worn on the upper part of the ear.