ଝିମାଇବା
ଝିମାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. (ଦେହ) ଝିମିଝିମି ବୋଧ କରିବା — ୧. To feel a tingling sensation in the body.
- ୨. ଅଙ୍ଗାଦି ଅବଶ ହୋଇ ଚଳତ୍ ଶକ୍ତିହୀନ ହେବା — ୨. (limbs) To be benumbed or overpowered.
- ୩. (ଅଙ୍ଗାଦି ଅବଶ ହେବା ପରି) ଧୀରେ ଧୀରେ କୌଣସି କାର୍ଯ୍ୟ କରିବା; ଧିମେଇବା — ୩. To do some work very slowly (as if the doer is suffering from numbness).
ପ୍ରାଦେଶିକ - (ଯାଜପୁର)କ୍ରିୟାପଦ - ସମ୍ପାଦନା
ନିଦ୍ରାତୁର ହୋଇ ଢୁଳାଇବା ବା ଝାଙ୍କି ହେବା —To non with drowsiness.