ଝିପିଝିପି
ଝିପିଝିପି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
(ଝିପିରି ଝିପିରି—ଅନ୍ୟରୂପ)
ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା
ଛୋଟ ଛୋଟ ଟୋପାରେ ବର୍ଷା ହେବା —Raining in small drops; drizzling; light shower of rain; gentle shower.
ଝିପିଝିପି ମେଘ ବରଷି ଆସିଲା ଦେଖୁ ଦେଖୁ ଦୁମୁଦୁମୁ—ନନ୍ଦକିଶୋର. ନିର୍ଝରି
ଦେଶଜ - ବିଶେଷ୍ୟ - ସମ୍ପାଦନା
ସମାନ୍ୟ ଓ କ୍ଷୁଦ୍ର ଟୋପାରେ ବର୍ଷା — A drizzle; dribble; gentle shower.
[ଦ୍ରଷ୍ଟବ୍ୟ —ଦୁମ୍ଦୁମ୍, ଦୁମୁକାଣି=ଖୁବ୍ ବଡ଼ବଡ଼ ଟୋପାରେ ପ୍ରଚୁର ବର୍ଷା ଟପଟପ, ଟପର ଟପର=ବଡ଼ ବଡ଼ ଟୋପାରେ ବରଷା ଝପ୍ଝପ୍, ଝପଝପ, ଝପର ଝପର=ଏହାଠାରୁ ସାନ ଟୋପାରେ ବରଷା ଝିପ୍ଝିପ୍, ଝିପିଝିପି, ଝିପିରି ଝିପିରି=ଏହା ଅପେକ୍ଷା ଛୋଟ ଟୋପାରେ ବର୍ଷା ଝୁପ୍ଝୁପ୍, ଝୁପୁଝୁପୁ, ଝୁପୁରୁ ଝୁପୁରୁ=ଏହା ଅପେକ୍ଷା ଛୋଟ ଟୋପାରେ ବର୍ଷା ଲିଫ୍ଲିଫ୍, ଲିଫିଲିଫି=ଏହା ଅପେକ୍ଷା କ୍ଷୁଦ୍ର ବିନ୍ଦୁରେ ବର୍ଷା କୁଣ୍ଡାଝଡ଼ା (ରା)— ଅତି କ୍ଷୁଦ୍ର ବିନ୍ଦୁରେ ବର୍ଷା]