ଝିଟିପିଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟେଷ୍ଠୀ; ଚଟ୍ଟୁନୀ) ସମ୍ପାଦନା

୧. ପଲ୍ଲୀ ବା ଗୃହଗୋଧିକା; ଗୃହରେ ଥିବା ସରୀ— ଗୃହବିଶେଷ —୧. The common house lizard; the house gecko; Hemidactylus.

[ଦ୍ରଷ୍ଟବ୍ୟ —ଏମାନଙ୍କର ମସ୍ତକ ମଣ୍ଡଳାକାର, ଅଙ୍ଗୁଳି ନଖବିଶିଷ୍ଟ; ଏମାନେ ଟକ୍ ଟକ୍ ଶବ୍ଦ କରନ୍ତି ଶରୀରର ଭିନ୍ନଭିନ୍ନ ଅଙ୍ଗରେ ଏମାନେ ପଡ଼ିଲେ ତଦ୍ଦ୍ୱାରା ମଙ୍ଗଳକର ବା ଅମଙ୍ଗଳକର ଫଳ ଘଟେ ବୋଲି ଲୋକେ ବିଶ୍ୱସ କରନ୍ତି ଏମାନେ କାନ୍ଥ ଉପରେ ସହଜରେ ଗତି କରନ୍ତି ଓ କାନ୍ଥରେ ବସିବା ପୋକ ଆଦି ଖାଆନ୍ତି; ଏମାନେ କାନ୍ଥଦେହରେ ପେଟ ଲଗାଇ ୪ ଗୋଡ଼ଦ୍ୱାରା ଚାଲନ୍ତି; ବୈଦ୍ୟଶାସ୍ତ୍ରମତରେ ଏହାର ମାଂସ ଭକ୍ଷଣ କଲେ କୁଷ୍ଠ, ଉପଦଂଶ ଓ ଗଣ୍ଡମାଳା ବିନଷ୍ଟ ହୁଏ ବ୍ରଜବନ୍ଧ ଦ୍ରବ୍ୟଗୁଣକଳ୍ପଦ୍ରୁମ]

୨. ଘର ଚାଳକ ଓଳରେ ଥିବା ତୁଣ୍ଡାଟ ପଟାକୁ ଓ ଛଣଖାଇକୁ ସଂଯୋଗ କରିବା କ୍ଷୁଦ୍ର କ୍ଷୁଦ୍ର କାଷ୍ଠଖଣ୍ଡ — ୨. A small piece of wood joining the eaves- plate with the-piece of a thatehed roof; a bracket-like piece of wood attached to the eaves-plate to support the end-plate of a thatch to prevent it from falling down.