ଝିଙ୍ଗିଡ଼ି
ଦୁନ୍ଦୁଭି ଆଦି ବାଦ୍ୟର ଧ୍ୱନ୍ୟନୁକରଣବିଶେଷ — The sound of small drums.
ଧେଁକ୍ ଧେଁକ୍ ଥେଇ ଥେଇ ଦୁନ୍ଦୁଭି ବାଜେ ଝିଙ୍ଗିଡ଼ି ଗିଡ଼ି ଗିଡ଼ି ଥେଇ ଥେଇ ସାଜେ ପ୍ରାଚୀ. ରହସ୍ୟମଞ୍ଜରୀ