ଝିଅ ଝିଆଣି
ଝିଅ ଝିଆଣି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଝିଅ ଝିଆଣିଆ, ଝିଅ ଝିଆଣିଆ, ଝିଅ ଝିଉଣିଆଁ, ଝିଅ ଝୂଆଣି, ଝିଅ ଝୂଆଣିଆଁଅନ୍ୟରୂପ
ଦେଶଜ - ବିଶେଷ୍ୟ - (ବହୁବଚନ)
ସମ୍ପାଦନା- ୧. କୌଣସି ପରିବାରର କନ୍ୟା ଓ କନ୍ୟାସ୍ଥାନୀୟା ବାଳିକାଗଣ; ଝିଅ ଓ ଝିଆରୀ ଆଦି — ୧. Daughters and girls of the status of a daughter in a family.
- ୨. ପିତୃଗୃହରେ ସ୍ଥିତା ବା ପିତୃ— ଗୃହକୁ ଆଗତା ବିବାହିତା କନ୍ୟାଗଣ — ୨. Daughters while staying in their fathers' houses.