ଝିଅ ଝିଆଣି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଝିଅ ଝିଆଣିଆ, ଝିଅ ଝିଆଣିଆ, ଝିଅ ଝିଉଣିଆଁ, ଝିଅ ଝୂଆଣି, ଝିଅ ଝୂଆଣିଆଁଅନ୍ୟରୂପ

ଦେଶଜ - ବିଶେଷ୍ୟ - (ବହୁବଚନ)

ସମ୍ପାଦନା
୧. କୌଣସି ପରିବାରର କନ୍ୟା ଓ କନ୍ୟାସ୍ଥାନୀୟା ବାଳିକାଗଣ; ଝିଅ ଓ ଝିଆରୀ ଆଦି — ୧. Daughters and girls of the status of a daughter in a family.
୨. ପିତୃଗୃହରେ ସ୍ଥିତା ବା ପିତୃ— ଗୃହକୁ ଆଗତା ବିବାହିତା କନ୍ୟାଗଣ — ୨. Daughters while staying in their fathers' houses.