ଝିଅଣିଆଁ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ପରିବାରସ୍ଥ କନ୍ୟାସ୍ଥାନୀୟା ସ୍ତ୍ରୀଗଣ (ଯଥା—ଝିଆରୀ, ଭାଣିଜୀ) —Women of the status or position of the daughter in the family.

(ଝିଆଣୀ, ଝିଆଣୀଆ—ଅନ୍ୟରୂପ)

ଦେଶଜ - ବିଶେଷଣ -

ସମ୍ପାଦନା
୧. କନ୍ୟାସମ୍ୱନ୍ଧୀୟ — ୧. Relating to a daughter.
୨. କନ୍ୟାର ବ୍ୟବହାର— ଯୋଗ୍ୟ —୨. Fit to be used by the daughters; fit to be given to a daughter.
୩. କନ୍ୟା ଘରକୁ ପଠାଯିବାର ଉପଯୁକ୍ତ ବା ଅଳ୍ପ ମୂଲ୍ୟର (ବେଭାର) ଆଦି —୩. (present) Economical or appropriate to be sent to the married daughter's house.

(ଯଥା—ଝିଆଣିଆ ବେଭାର ପାଇଁ ଅଳ୍ପଦାମର ଲୁଗା କିଣାଯିବ)