ଝିଁ ଝିଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

ଝିଙ୍କାରୀ ରବ — The chirping of crickets.

କାହିଁ ଝରେ ଝର, ଝର୍ଝରେ ଝିଙ୍କାରୀ, କାହିଁ ରାବେ ଝିଁ ଝିଁ ସ୍ୱରେ ରାଧାନାଥ. ଉର୍ବଶୀ